ବୟସ
|
:
|
୩୬ ବର୍ଷ
|
ଶିକ୍ଷା
|
:
|
୧୦+୨
|
ଚାଷ ଜମି ପରିମାଣ
|
:
|
୨୦.୫ ଏକର
|
କୃଷି ଅଭିଜ୍ଞତା
|
:
|
୧୪ ବର୍ଷ
|
ଚାଷ ପ୍ରକ୍ରିୟା
|
:
|
ଧାନ-ଫଳ-ପନିପରିବା-ମାଛଚାଷ
|
ପଶୁସମ୍ପଦ
|
:
|
ଜର୍ସି ଗାଈ ୪ ଟି,୧୨୦୦୦ ପକ୍ଷି ସଂଖ୍ୟା ବିଶିଷ୍ଟ କୁକୁଡା ଫାର୍ମ୍
|
ସମାଜିକ ଖ୍ୟାତି
|
:
|
ଗ୍ରାମର କୃଷକ ସଂଗଠନ ର ସଭାପତି
|
ବାର୍ଷିକ ଆୟ
|
:
|
ଟ. ୮.୮୩ ଲକ୍ଷ
|
|
ଶ୍ରୀ ଆୟୁସ୍କାନ୍ତ ବଡପଣ୍ଡା ହେଉଛନ୍ତି ଯୁଯୁମୁରା ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମ ର ଜଣେ ଯୁବ ଚାଷୀ |ତାଂକ ପାଖରେ ୨୦.୫ ଏକର ର ଚାଷ ଜମି ରହିଅଛି |
ସେ ୧୩ ଏକର ଜମିରେ ଧାନ ଚାଷ କରିବା ସହିତ ଅନ୍ୟ ଜମିରେ ମାଛଚାଷ, ଗୋ-ପାଳନ, କୁକୁଡା ଫାର୍ମ୍ ଏବଂ ଫଳ ଓ ପନିପରିବା ଚାଷ କରିଥାନ୍ତି |
ସେ ନିଜର ଗୋଟିଏ ସମନ୍ବିତ କୃଷି ପ୍ରଣାଳୀ ବିକଶିତ କରିପାରିଛନ୍ତି | ନିମ୍ନରେ ତାଂକର ସମନ୍ବିତ କୃଷି ପ୍ରଣାଳୀ ବିଷୟରେ ସମ୍ୟକ ଧାରଣା ଦିଆଗଲା
|